ବୁଦ୍ଧୀନ୍ଦ୍ରିୟ Buddhīndriya

  • ସଂ. ବି. (ହିନ୍ଦୁ ଦର୍ଶନ; 6 ଷ୍ଠୀ ତତ୍;+ଇନ୍ଦ୍ରିୟ) — ଜ୍ଞାନେନ୍ଦ୍ରିୟ; ଯେଉଁ ଇନ୍ଦ୍ରିୟମାନଙ୍କ ସାହାଯ୍ଯରେ ମନୁଷ୍ୟର ବାହ୍ୟ ବସ୍ତୁ ସମ୍ବନ୍ଧେ ଜ୍ଞାନ ଜନ୍ମେ; ଚକ୍ଷୁ, କର୍ଣ୍ଣ ନାସିକା, ଜିହ୍ନା, ତ୍ୱକ୍ ଓ ମନ — (Hindu Philosophy) The organs of perception. viz. eyes. ears, nose. tongue, skin and the mind