ବୁଦ୍ଧିରେ ପଡ଼ିବା Buddhire paṟḍ̠ibā

  • ଦେ. କ୍ରି — (ଅନ୍ୟର) ଉପଦେଶ ବା ଅନୁରୋଧ ଅନୁସାରେ କାର୍ଯ୍ୟ କରିବା ବା ଚାଳିତ ହେବା — To act or be guided according to the advice or request of another
  • ଦେ. କ୍ରି — (ଉ—ପୁତ୍ର ସ୍ନେହରେ ପୁତ୍ର ବୁଦ୍ଧିରେ ପଡ଼ିଲେ। କୃଷ୍ଣସିଂହ. ମହାଭାରତ. ବନ।)