ବୁଦ୍ଧି ହେବା Buddhi hebā

  • ଦେ. ବି — ଶିଶୁର ମାନସିକ ଶକ୍ତିର ବିକାଶ ହେବା — The dawning of intellect in a child
  • ଦେ. ବି — ଶିଶୁଠାରେ ଭଲ ମନ୍ଦ ବୁଝିବାର ଶକ୍ତିର ବିକାଶ ହେବା — The dawning of discretion in a child
  • ଦେ. ବି — (ଯଥା—ପିଲାର ବୁଦ୍ଧି ହୋଇ ନାହିଁ, ସେ ବଡ଼ ହୋଇଗଲେ ସବୁ ବୁଝି ପାରିବ ଯେ।)