ବୁଦ୍ଧି ନ ଆସିବା Buddhi na āsibā

  • ଦେ. ବି — କୌଣସି ଘଟଣାର ପ୍ରତିକାର ପାଇଁ ଉପାୟ ମନରେ ନ ପହଞ୍ଚିବା — Not being able to find out a means; being at a loss
  • ଦେ. ବି — (ଉ—ବୁଦ୍ଧି ନ ଆସେ ଘରକୁ ବତେଇଦିଏ ପରକୁ। ଢଗ।)