ବୁଣ୍ଟ Buṇṭa

  • ଦେ. ବି—(ସଂ ବୃନ୍ତ, ପ୍ରା. ବୋଣ୍ଟ) — ସୋଲା; ଚଣା ଜାତୀୟ ଗୋଲାକାର ଶସ୍ୟ — Chickpea; Bengal gram; Cicer Arietinum
  • ଦେ. ବି—(ସଂ ବୃନ୍ତ, ପ୍ରା. ବୋଣ୍ଟ) — [ଦ୍ର—ଏ ଶିମ୍ବାଦି ବର୍ଗର କୃଷିଜାତ ଶାକର ଛୁଇଁ ଭିତରୁ ବାହାରିବା ଶସ୍ୟ, ଏହା ରଗଡ଼ା ହେଲେ ଦୁଇଫାଳ ହୁଏ, ଏହା ଡାଲି ହୁଏ । ଘୋଡ଼ାମାନଙ୍କୁ ଏହା ପାଣିରେ ବତୁରେଇ କରି ଦିଆଯାଏ । ଏହାକୁ ଘିଅରେ ବା ତେଲରେ ଭାଦି 'ବୁଟତଲା' କରି ଖାଆନ୍ତି । ବୁଟର ଶାଗ ମଧ୍ୟ ଖିଆଯାଏ । କଞ୍ଚାବୁଟର ଚୁନାକୁ ବେସନ ଓ ଭଜାବୁଟର ଚୂନାକୁ ବୁଟଛତୁ ବୋଲାଯାଏ । ବେସନ ସାହାଯ୍ଯରେ ନାନାବିଧ ମିଷ୍ଟାନ୍ନ ପ୍ରସ୍ତୁତ ହୁଏ । ବୈଦେଶାସ୍ତ୍ରମତରେ ଏହା ଶୀତବୀର୍ଯ୍ଯ, ରୁକ୍ଷ, ଲଘୁ କଷାୟରସ, ବିଷ୍ଟମ୍ଭୀ ଓ ଜ୍ୱରନାଶକ ।]