ବୁଟା Buṭā
- ବୈଦେ. ବି.—(ସଂ. ବୃନ୍ତ; ହି. ବୁଟା, ବୁଣ୍ଟା) — ଲୁଗାରେ ଛୁଞ୍ଚି ଫୋଡ଼ି ସୂତାରେ ବା ଜରିରେ ତିଆରି ହୋଇ ଥିବା ଛୋଟ ଫୁଲ ବା ଗୋଲ ଗୋଲ ଟିପ ଟିପ ଚିହ୍ନ — Small circular marks or spangles wrought on cloth with the needle
- ବୈଦେ. ବି.—(ସଂ. ବୃନ୍ତ; ହି. ବୁଟା, ବୁଣ୍ଟା) — [ଉ—ଆକାଶ ବାସେ ରୁକ୍ଷ ପନ୍ତି ବୁଟା ପ୍ରାୟେ, ନେତ୍ରକୁ ଦିଶିଲେ ସବୁରି ନର ରାୟେ । କୃଷ୍ଣସିଂହ. ମହାଭାରତ ଶଲ୍ୟ ।]