ବୁଝେଇବା ସମୁଝେଇବା Bujheibā samujheib ā

  • ଦେ. କ୍ରି — ଉତ୍ତମ ରୂପେ ବୁଝାଇବା — To explain clearly
  • ଦେ. କ୍ରି — ଉତ୍ତମରୂପେ ସାନ୍ତ୍ୱନା ଦେବା — To console
  • ଦେ. କ୍ରି — X ତାଙ୍କୁ ଅନେକ ପ୍ରକାରେ ବୁଝାଇ ସୁଝାଇ ତୁନି କରାଇଲେ—ଫକୀରମୋହନ. ଛମାଣ ଆଠଗୁଣ୍ଠ ।] — [