ବୁଝୋଟ୍ Bujhoṭ

  • ବୈଦେ. ବି — ଉତ୍ତମରୂପେ ବୋଧଗମ୍ୟ କରିବା — Understanding a thing well; comprehension
  • ବୈଦେ. ବି — ଉତ୍ତମରୂପେ ବିବେଚନା — Thorough consideration
  • ବୈଦେ. ବି — କୌଣସି ହିସାବ ସହଜରେ ବୁଝାଯିବା ନିମନ୍ତେ ପ୍ରସ୍ତୁତ କରାଯିବା ସଂକ୍ଷିପ୍ତ ଟିପ୍ପଣୀ — A memorandum for the easy understanding of a complicated account
  • ବୈଦେ. ବିଣ — ବୋଧଗମ୍ୟ — Comprehensible
  • ବୈଦେ. ବିଣ — ଯାହା ସମସ୍ତେ ବୁଝି ପାରିବେ — Which can be understood by all