ବୁଝାରତ୍ Bujhārat
- ଦେ. ବି—(ହି. ବୁଝାରତ୍; ସେଟ୍ଲ୍ମେଣ୍ଟ ବିଭାଗର ହିନ୍ଦୀକର୍ମଚାରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ଶବ୍ଦ) — ହିସାବ ବୁଝିବା କ୍ରିୟା — The act of examination of an account
- ଦେ. ବି—(ହି. ବୁଝାରତ୍; ସେଟ୍ଲ୍ମେଣ୍ଟ ବିଭାଗର ହିନ୍ଦୀକର୍ମଚାରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ଶବ୍ଦ) — ସେଟଲମେଣ୍ଟର ଅମିନଙ୍କ କାର୍ଯ୍ୟ ଉପରିସ୍ଥ କର୍ମଚାରୀଙ୍କଦ୍ୱାରା ଚେକ୍ ହେବା — The checking of the entries made by the amins by superior officers during settlement operations