ବୁଝାବୁଝି କରିବା Bujhābuhji karibā

  • ଦେ. କ୍ରି — ଉତ୍ତମରୂପେ ବୁଝିବା — To understand well
  • ଦେ. କ୍ରି — କୌଣସି ବିଷୟର ତତ୍ତ୍ୱ ନେବା; ତନଖି କରିବା — To supervise; to make enqiries
  • ଦେ. କ୍ରି — (ଉ—ଏହାଙ୍କୁ ଧରି ସାନ୍ତାଣୀ ସବୁ ମାମଲତ ବୁଝାସୁଝା କରୁଥିଲେ—ଫକୀରମୋହନ. ଗଳ୍ପସ୍ୱଳ୍ପ ।)