ବୁଝାପଣା Bujhā paṇā
- ଦେ. ବି — ବିଚାରଣା; ତଦନ୍ତ — Conisderation; enquiry
- ଦେ. ବି — (ଉ—ତକ୍ଷଣେ ବୁଝାମଣା କରି, ଶତ୍ରୁ ମଇତ୍ର ସମ ସରି । ଭୂପତି, ପ୍ରେମପଞ୍ଚାମୃତ)
- ଦେ. ବି — ସୁବିଚାର; ନ୍ଯାୟ ବିଚାର — Just consideration; justice
- ଦେ. ବି — (ଉ— କିଛି ବୁଝାମଣା ଥିବ ଗନ୍ଧର୍ବ ହୃଦରେ । ପ୍ରାଚୀ ଶ୍ରୀଗୁରୁଭକ୍ତି ଗୀତା ।)
- ଦେ. ବି — ନିଶାପ; ବିଚାର — Trial
- ଦେ. ବି — (ଉ—ଏକା ଆଖିଆ କଣା, ତାର ନାହିଁ ବୁଝାମଣା ।)
- ଦେ. ବିଣ — ନ୍ଯାୟ ବିଚାରକ — Just; righteous
- ଦେ. ବିଣ — ସୁବିବେଚକ — Considerate