ବୁଝବୁଝ Bujhu-buju
- ଦେ. କ୍ରି. ବିଣ — ସମସ୍ତ ବିଷୟ ଉତ୍ତମରୂପେ ବୁଝିବାରେ; ସମସ୍ତେ ବିଷୟ ଅନୁସନ୍ଧାନ କରିବାରେ ଜଣାଗଲା ଯେ — It appears as a result of enquiry
- ଦେ. କ୍ରି. ବିଣ — (ଯଥା—ମୁଁ ଚୋରି ହୋଇଥିବା କଥା ଶୁଣି ଗ୍ରାମରେ ଯାଇ ପହଞ୍ଚିଲି, ବୁଝ ବୁଝ ଚୋର ଆଉ କେହି ନୁହେଁ, ଆମରି ଘରର ଚାକରମାନେ।)