ବୁଚର୍ଖାନା Buchar-khānā

  • ବୈଦେ. ବି (ଇଂ. ବୁଚ୍ଚର୍+ଫା. ଖାନାହ୍=ଗୃହ) ବି — କଂସେଇଖାନା — Butcher house
  • ବୈଦେ. ବି (ଇଂ. ବୁଚ୍ଚର୍+ଫା. ଖାନାହ୍=ଗୃହ) ବି — କଂସେଇ ଦୋକାନ — Butchers stall