ବୁକ୍କନ Bukkana

  • ସଂ. ବି (ବୁକ୍କ୍ ଧାତୁ+ଭାବ. ଅନ) — କୁକୁରର ଭୁକା; କୁକୁରର ଭୋ ଭୋ ରଡ଼ି — 1. Barking of a dog; bow-bow
  • ସଂ. ବି (ବୁକ୍କ୍ ଧାତୁ+ଭାବ. ଅନ) — ସିଂହର ଗର୍ଜନ — The roar of a lion
  • ସଂ. ବି (ବୁକ୍କ୍ ଧାତୁ+ଭାବ. ଅନ) — ବିଲୁଆ ଆଦିଙ୍କର ଭୁକିବା — The yelping or barking of jackals
  • ସଂ. ବି (ବୁକ୍କ୍ ଧାତୁ+ଭାବ. ଅନ) — ପଶୁମାନଙ୍କର ରଡ଼ି — The noise or braying of beasts (Apte)