ବୁକ୍ (ଧାତୁ) Buk (root)

  • ସଂ — ଶବ୍ଦ କରିବା — To sound; to make a sound
  • ସଂ — ଭୁକିବା — To bark
  • ବୈଦେ.ବି — (ଇଂ. ବୁକ୍) ବହି; ପୁସ୍ତକ — Book
  • ବୈଦେ.ବି — ପୁସ୍ତକର ଏକ ଖଣ୍ଡ — One volume of a work
  • ବୈଦେ.ବି — (ଇଂ.ବକରାମ୍) ଏକପ୍ରକାର ଖୁବ୍ ପତଳା ଓ ଟାଆଁସା ସୂତାଲୁଗା — Buckram