ବୁକୁରେ ବାଉଁଶ ପକେଇବା Bukure bāuñṡa pakeibā

  • ଦେ. କ୍ରି — କୌଣସି ବ୍ୟକ୍ତିକୁ ମାରି ପକାଇବା ପାଇଁ ତାକୁ ଚିତି କରି ଶୁଆଇ ତା କକ୍ଷଃସ୍ଥଳରେ ବାଉଁଶ ପକାଇ ବାଉଁଶର ଦୁଇ ମୁଣ୍ଡକୁ ମାଡ଼ିବସିବା — To press a bamboo over the breast of a person to punish or kill him
  • ଦେ. କ୍ରି — [ଦ୍ର—ପୂର୍ବକାଳରେ ଏହିପରି କରି ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଥିଲା)