ବୁକୁପତେଇବା Buku pateibā

  • ଦେ. କ୍ରି — ଆଘାତ ଆଦି ସମ୍ଭାଳିବା ପାଇଁ ଛାତିକୁ ଦେଖାଇବା — To show one's breast to take a blow
  • ଦେ. କ୍ରି — କୌଣସି ବିପଦକୁ ସହିବା ପାଇଁ ଧୈର୍ଯ୍ଯ ସହକାରେ ଅପେକ୍ଷା କରିବା — To wait with patience for a coming danger
  • ଦେ. କ୍ରି — କୌଣସି ଦୁଷ୍କର କାର୍ଯ୍ୟ କରିବା ପାଇଁ ମନରେ ସାହସ ବାନ୍ଧିବା — To muster courage to do a work
  • ଦେ. ବି — କୌଣସି ଦୁଃସାଧ୍ୟ କାର୍ଯ୍ୟ ପାଇଁ ମନରେ ସାହସର ଉଦ୍ରେକ — The Mustering of courage for doing a difficult piece of work
  • ଦେ. ବି — (ଯଥା—ବୁଢା ଦିନେ ଦୂର ବିଦେଶକୁ ଏକାକୀ ଯିବାକୁ ମୋର ବୁକୁ ପତାଏ ନାହିଁ।).