ବୁକୁ ଫାଟିବା Buku phāṭibā

  • ଦେ. ବି — ଦୁଃଖରେ ବା କଷ୍ଟରେ ହୃଦୟ ବିଦୀର୍ଣ୍ଣ ହେବା — The heart being rent owing to misery or grief
  • ଦେ. ବି — ପ୍ରାଣରେ ଅସହ୍ୟ ବେଦନା ଅନୁଭୂତି — Great mental suffering
  • ଦେ. ବି — ହୃଦୟର ଆକୁଳତା ବୁଦ୍ଧି — Increase of one's mental agony