ବୁଆ ବେଉଡ଼ା Buā beuṟḍ̠ā

  • ଦେ. ବି — ଧାନଗଛ ଚାଖଣ୍ଡେ ପର୍ଯ୍ୟନ୍ତ ବଢିଲେ, କିଆରିରେ ପାଣି ଭର୍ତ୍ତି କରି ହଳ ବୁଲାଇ ତା ଉପରେ ମଇ ଦେବା ପ୍ରକ୍ରିୟା — The process of puddling the paddy field when the plants are to 2 to 10 inches high