ବୀରା Bīrā
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ପତିପୁତ୍ରବତୀ ନାରୀ — A woman having her husband living & blessed with a son or sons
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — (ତୁଳ ଇଂ ବୀୟର୍) ମଦିରା — Wine
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ମୁରା ନାମକ ଗନ୍ଧ ଦ୍ରବ୍ୟ; ମୁରାମାଂସ — A medicinal scent
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — କ୍ଷୀରକାଙ୍କୋଲା (ଦେଖ) — Kshīrakāṅkola (See)
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଆମଳକୀ — Embelic myrobalan
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ରମ୍ଭା; କଦଳୀ — Plantain
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ବିଦାରୀ; ଭୁଇଁକଖାରୁ — A kind of yam
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ମହୁରା; ଅତିବିଷା — Aconite
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଶିଂଶପା; ଶିଶୁଗଛ — Dalbergia Sissu
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଏଳବାଳୁକ (ହି. ଶ) (ଦେଖ) — Eḻabāḻuka (See)
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଶତାବରୀ (ହି. ଶ) — 11. Asparagus Racemosa
- ସଂ. ବି. ସ୍ତ୍ରୀ (ବୀର୍ ଧାତୁ=ଶୌର୍ଯ୍ଯ ପ୍ରକାଶ କରିବା=କର୍ତ୍ତୃ. ଅ+ସ୍ତ୍ରୀ. ଆ) — ବ୍ରାହ୍ମୀ ଶାକ (ହି. ଶ) — Brāhmī (See)