ବୀରାଙ୍ଗନା Bīrāṇganā
- ସଂ. ବି—(କର୍ମଧା; ବୀରା+ଅଙ୍ଗନା) — ବୀରନାରୀ; ଶୌର୍ଯ୍ଯବତୀ ସ୍ତ୍ରୀ — A heroic woman; amazon
- ସଂ. ବି—(କର୍ମଧା; ବୀରା+ଅଙ୍ଗନା) — ( 6 ଷ୍ଠୀ ତତ୍) ବୀରର ସ୍ତ୍ରୀ — (6ଷ୍ଠୀ ତତ୍) ବୀରର ସ୍ତ୍ରୀ—. The wife of a hero
- ଦେ. ବି — ବଙ୍ଗୀୟ କବି ମାଇକେଲ୍ ମଧୁସୂଦନ ଦତ୍ତଙ୍କ ବଙ୍ଗଳା କାବ୍ୟର ଉପାଧି — Title of a poem by the late Michael Madhusūdana Dutta of Bengal