ବୀରାଧିବୀର Bīrādhibīra

  • ଦେ. ବି—(ସଂ. ବୀର+ଅଧୀବୀର=ଶ୍ରେଷ୍ଠବୀର) — ବୀରଶ୍ରେଷ୍ଠ — A great hero
  • ଦେ. ବି—(ସଂ. ବୀର+ଅଧୀବୀର=ଶ୍ରେଷ୍ଠବୀର) — (ଉ—ବୀରାଧିବୀର କେତେଦୂର ଚଳେ। ଭଞ୍ଜ. ବୈଦେହୀଶବିଳାସ)