ବୀରଭଦ୍ର Bīrabhadra

  • ସଂ. ବି ( 7 ମୀ ତତ୍; ବୀର+ଭଦ୍ର=ଶ୍ରେଷ୍ଠ) — ବୀରଶ୍ରେଷ୍ଠ; ମହାବୀର — A pre-eminent hero
  • ସଂ. ବି ( 7 ମୀ ତତ୍; ବୀର+ଭଦ୍ର=ଶ୍ରେଷ୍ଠ) — ରୁଦ୍ରବିଶେଷ — Name of a Rudra Deity
  • ସଂ. ବି ( 7 ମୀ ତତ୍; ବୀର+ଭଦ୍ର=ଶ୍ରେଷ୍ଠ) — ଶିବାନୁଚରବିଶେଷ — Name of an attendant of Ṡiba
  • ସଂ. ବି ( 7 ମୀ ତତ୍; ବୀର+ଭଦ୍ର=ଶ୍ରେଷ୍ଠ) — (ଉ—ରୁଦ୍ରର ସେ ଜଟାର ମଧ୍ୟ, ପୁରୁଷେ ଜାତ ବୀରଭଦ୍ର—ଜଗନ୍ନାଥ ଭାଗବତ) ।
  • ସଂ. ବି ( 7 ମୀ ତତ୍; ବୀର+ଭଦ୍ର=ଶ୍ରେଷ୍ଠ) — [ଦ୍ର—ଦକ୍ଷଯଜ୍ଞ ବିନାଶ କରିବା ସମୟରେ ମହାଦେବ ଏହି ବୀରଙ୍କୁ ନିଜ ଜଟାରୁ ସୃଷ୍ଟି କରିଥିଲେ।]
  • ସଂ. ବି ( 7 ମୀ ତତ୍; ବୀର+ଭଦ୍ର=ଶ୍ରେଷ୍ଠ) — ଅଶ୍ୱମେଧ ଯଜ୍ଞର ଅଶ୍ୱ — A horse dedicated as a victim for a horse-sacrifice
  • ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males
  • ଦେ. ବି. ପୁଂ — ଶ୍ରୀଚୈତନ୍ୟ ଦେବଙ୍କ ସହଚର ନିତ୍ୟାନନ୍ଦ ଦେବଙ୍କ ପୁତ୍ର — Name of the son of Nityānanda the companion of Sri Cha̲ītanya Deba