ବୀରବିକ୍ରମ ଦେବ Bīrabikrama deba

  • ଦେ. ବି (ନାମ) — ଖଡ଼ିଆଳର ସ୍ୱର୍ଗୀୟ ରାଜା — Name of a late Raja of Kharial who was an Oriya author
  • ଦେ. ବି (ନାମ) — [ଦ୍ର— 'ପ୍ରେମଲତା' ନାଟକ ଏହାଙ୍କଦ୍ୱାରା ରଚିତ—ତାରିଣୀ ଉତ୍କଳ ସାହିତ୍ୟ ଇତିହାସ। ଏ ମଧ୍ୟ ଅନ୍ୟ କେତେ—
  • ଦେ. ବି (ନାମ) — ଗୁଡ଼ିଏ ଓଡ଼ିଆ ନାଟକ, ଚଉତିଶା ଓ ସଙ୍ଗୀତ ରଚନା କରିଥିଲେ।]