ବୀରବଳ Bīrabaḻa

  • ଦେ. ବି (ନାମ) — ମୋଗଲ ସମ୍ରାଟ ଆକବରଙ୍କ ସଭାରେ ଜନୈକ ବିଦ୍ୱାନ୍ ପଣ୍ଡିତ ଓ ସେନାପତି — Name of a court poet and commander of the Moghul Emperor Ākbar
  • ଦେ. ବି (ନାମ) — [ଦ୍ର—ଏହାଙ୍କ ପୂର୍ବ ନାମ ମହେଶ ଦାସ, ଜନ୍ମ ସ୍ଥାନ ବୁନ୍ଦେଲ୍ ଖଣ୍ଡ। ଏହାଙ୍କ କବିତ୍ୱ ଶକ୍ତିରେ ଓ ସଙ୍ଗୀତ ନୈପୁଣ୍ଯରେ ମୁଗ୍ଧ ହୋଇ ସମ୍ରାଟ ଆକବର୍ ଏହାଙ୍କୁ କବିରାୟ ଉପାଧି ଦେଇଥିଲେ ଓ ନିଜର ସଭା ପଣ୍ଡିତ କରି ଥିଲେ, ପରେ ଏହାଙ୍କୁ ରାଜା ଉପାଧି ଓ ଜାଗିର ଦେଇ ସହସ୍ର ସୈନ୍ୟଙ୍କ ଅଧିନାୟକ କରିଥିଲେ। ଏହି ସମୟରେ ଏ ବୀରବଳ ନାମରେ ଆଖ୍ୟାତ ହେଲେ। ବୀରବଳ ସେନାପତି ରୂପେ ବିଚକ୍ଷଣତା ସହକାରେ ରାଜକାର୍ଯ୍ୟ ନିର୍ବାହ କରୁଥିଲେ। କୌଣସି ଗୁରୁତର ରାଜକାର୍ଯ୍ୟ ପଡ଼ିଲେ ଆକବର ବୀରବଳଙ୍କ ପରାମର୍ଶ ଲୋଡ଼ୁଥିଲେ। 1585 ଖ୍ରୀଷ୍ଟାବ୍ଦରେ ବିଦ୍ରୋହୀ ଆଫଗାନଙ୍କ ବିରୁଦ୍ଧରେ କାବୁଲର ସେନାପତି ଜୈନଖାଁଙ୍କ ସାହାଯ୍ୟ କରିବା ପାଇଁ ଯେଉଁ ସୈନ୍ୟଗଣ ପ୍ରେରିତ ହୋଇଥିଲେ ବୀରବଳ ତହିଁରେ ଅଧିନାୟକରୂପେ ପ୍ରେରିତ ହୋଇଥିଲେ ଓ ସେହି ଅଭିଯାନରେ ସେ ଆଫଗାନ୍ମାନଙ୍କଦ୍ୱାର 159 ଖ୍ରୀଷ୍ଟାବ୍ଦରେ ନିହତ ହେଲେ—ସୁବଳଚନ୍ଦ୍ର।] — [ଦ୍ର—ଏହାଙ୍କ ପୂର୍ବ ନାମ ମହେଶ ଦାସ, ଜନ୍ମ ସ୍ଥାନ ବୁନ୍ଦେଲ୍ ଖଣ୍ଡ ଏହାଙ୍କ କବିତ୍ୱ ଶକ୍ତିରେ ଓ ସଙ୍ଗୀତ ନୈପୁଣ୍ଯରେ ମୁଗ୍ଧ ହୋଇ ସମ୍ରାଟ ଆକବର୍ ଏହାଙ୍କୁ କବିରାୟ ଉପାଧି ଦେଇଥିଲେ ଓ ନିଜର ସଭା ପଣ୍ଡିତ କରି ଥିଲେ, ପରେ ଏହାଙ୍କୁ ରାଜା ଉପାଧି ଓ ଜାଗିର ଦେଇ ସହସ୍ର ସୈନ୍ୟଙ୍କ ଅଧିନାୟକ କରିଥିଲେ ଏହି ସମୟରେ ଏ ବୀରବଳ ନାମରେ ଆଖ୍ୟାତ ହେଲେ ବୀରବଳ ସେନାପତି ରୂପେ ବିଚକ୍ଷଣତା ସହକାରେ ରାଜକାର୍ଯ୍ୟ ନିର୍ବାହ କରୁଥିଲେ କୌଣସି ଗୁରୁତର ରାଜକାର୍ଯ୍ୟ ପଡ଼ିଲେ ଆକବର ବୀରବଳଙ୍କ ପରାମର୍ଶ ଲୋଡ଼ୁଥିଲେ1585ଖ୍ରୀଷ୍ଟାବ୍ଦରେ ବିଦ୍ରୋହୀ ଆଫଗାନଙ୍କ ବିରୁଦ୍ଧରେ କାବୁଲର ସେନାପତି ଜୈନଖାଁଙ୍କ ସାହାଯ୍ୟ କରିବା ପାଇଁ ଯେଉଁ ସୈନ୍ୟଗଣ ପ୍ରେରିତ ହୋଇଥିଲେ ବୀରବଳ ତହିଁରେ ଅଧିନାୟକରୂପେ ପ୍ରେରିତ ହୋଇଥିଲେ ଓ ସେହି ଅଭିଯାନରେ ସେ ଆଫଗାନ୍ମାନଙ୍କଦ୍ୱାର159ଖ୍ରୀଷ୍ଟାବ୍ଦରେ ନିହତ ହେଲେ—ସୁବଳଚନ୍ଦ୍ର]
  • ଦେ. ବି (ନାମ) — ମୋଗଲ ସମ୍ରାଟ ଆକବରଙ୍କ ସଭାରେ ଜନୈକ ବିଦ୍ୱାନ୍ ପଣ୍ଡିତ ଓ ସେନାପତି — Name of a court poet and commander of the Moghul Emperor Ākbar
  • ଦେ. ବି (ନାମ) — [ଦ୍ର—ଏହାଙ୍କ ପୂର୍ବ ନାମ ମହେଶ ଦାସ, ଜନ୍ମ ସ୍ଥାନ ବୁନ୍ଦେଲ୍ ଖଣ୍ଡ। ଏହାଙ୍କ କବିତ୍ୱ ଶକ୍ତିରେ ଓ ସଙ୍ଗୀତ ନୈପୁଣ୍ୟରେ ମୁଗ୍ଧ ହୋଇ ସମ୍ରାଟ ଆକବର୍ ଏହାଙ୍କୁ କବିରାୟ ଉପାଧି ଦେଇଥିଲେ ଓ ନିଜର ସଭା ପଣ୍ଡିତ କରି ଥିଲେ, ପରେ ଏହାଙ୍କୁ ରାଜା ଉପାଧି ଓ ଜାଗିର ଦେଇ ସହସ୍ର ସୈନ୍ୟଙ୍କ ଅଧିନାୟକ କରିଥିଲେ। ଏହି ସମୟରେ ଏ ବୀରବଳ ନାମରେ ଆଖ୍ୟାତ ହେଲେ। ବୀରବଳ ସେନାପତି ରୂପେ ବିଚକ୍ଷଣତା ସହକାରେ ରାଜକାର୍ଯ୍ୟ ନିର୍ବାହ କରୁଥିଲେ। କୌଣସି ଗୁରୁତର ରାଜକାର୍ଯ୍ୟ ପଡ଼ିଲେ ଆକବର ବୀରବଳଙ୍କ ପରାମର୍ଶ ଲୋଡ଼ୁଥିଲେ। 1585 ଖ୍ରୀଷ୍ଟାବ୍ଦରେ ବିଦ୍ରୋହୀ ଆଫଗାନଙ୍କ ବିରୁଦ୍ଧରେ କାବୁଲର ସେନାପତି ଜୈନଖାଁଙ୍କ ସାହାଯ୍ଯ କରିବା ପାଇଁ ଯେଉଁ ସୈନ୍ୟଗଣ ପ୍ରେରିତ ହୋଇଥିଲେ ବୀରବଳ ତହିଁର ଅଧିନାୟକରୂପେ ପ୍ରେରିତ ହୋଇଥିଲେ ଓ ସେହି ଅଭିଯାନରେ ସେ ଆଫଗାନ୍ମାନଙ୍କଦ୍ୱାର 1590 ଖ୍ରୀଷ୍ଟାବ୍ଦରେ ନିହତ ହେଲେ—ସୁବଳଚନ୍ଦ୍ର।] — [ଦ୍ର—ଏହାଙ୍କ ପୂର୍ବ ନାମ ମହେଶ ଦାସ, ଜନ୍ମ ସ୍ଥାନ ବୁନ୍ଦେଲ୍ ଖଣ୍ଡ ଏହାଙ୍କ କବିତ୍ୱ ଶକ୍ତିରେ ଓ ସଙ୍ଗୀତ ନୈପୁଣ୍ୟରେ ମୁଗ୍ଧ ହୋଇ ସମ୍ରାଟ ଆକବର୍ ଏହାଙ୍କୁ କବିରାୟ ଉପାଧି ଦେଇଥିଲେ ଓ ନିଜର ସଭା ପଣ୍ଡିତ କରି ଥିଲେ, ପରେ ଏହାଙ୍କୁ ରାଜା ଉପାଧି ଓ ଜାଗିର ଦେଇ ସହସ୍ର ସୈନ୍ୟଙ୍କ ଅଧିନାୟକ କରିଥିଲେ ଏହି ସମୟରେ ଏ ବୀରବଳ ନାମରେ ଆଖ୍ୟାତ ହେଲେ ବୀରବଳ ସେନାପତି ରୂପେ ବିଚକ୍ଷଣତା ସହକାରେ ରାଜକାର୍ଯ୍ୟ ନିର୍ବାହ କରୁଥିଲେ କୌଣସି ଗୁରୁତର ରାଜକାର୍ଯ୍ୟ ପଡ଼ିଲେ ଆକବର ବୀରବଳଙ୍କ ପରାମର୍ଶ ଲୋଡ଼ୁଥିଲେ1585ଖ୍ରୀଷ୍ଟାବ୍ଦରେ ବିଦ୍ରୋହୀ ଆଫଗାନଙ୍କ ବିରୁଦ୍ଧରେ କାବୁଲର ସେନାପତି ଜୈନଖାଁଙ୍କ ସାହାଯ୍ଯ କରିବା ପାଇଁ ଯେଉଁ ସୈନ୍ୟଗଣ ପ୍ରେରିତ ହୋଇଥିଲେ ବୀରବଳ ତହିଁର ଅଧିନାୟକରୂପେ ପ୍ରେରିତ ହୋଇଥିଲେ ଓ ସେହି ଅଭିଯାନରେ ସେ ଆଫଗାନ୍ମାନଙ୍କଦ୍ୱାର1590ଖ୍ରୀଷ୍ଟାବ୍ଦରେ ନିହତ ହେଲେ—ସୁବଳଚନ୍ଦ୍ର]