ବୀରପଞ୍ଚମୀ ବ୍ରତ Bīra pan̄chamī brata

  • ସଂ. ବି (ବୀରପଞ୍ଚମୀ+ବ୍ରତ) — ବୀରପୁତ୍ରଲାଭ କାମନାରେ ସ୍ତ୍ରୀମାନଙ୍କର ଅନୁଷ୍ଠିତ ବ୍ରତବିଶେଷ — A religious vow undertaken by the women with a view to give birth to heroes