ବୀର ସିଂହ Bīrā siṁha

  • ସଂ. ବି ( 7 ମୀ ତତ୍; ବୀର+ସିଂହ) — ବୀରଶ୍ରେଷ୍ଠ — A pre-eminent hero
  • ସଂ. ବି ( 7 ମୀ ତତ୍; ବୀର+ସିଂହ) — [ଉ—ବୀରସିଂହ ଅରଣ୍ଯେ ବିଳସ। ଭଞ୍ଜ. ବୈଦେହୀଶବିଳାସ।]