ବୀର ସାଧନ Bīra sādhana

  • ସଂ. ବି [ବୀର+ସାଧନ(ନା] — 'ବୀର' ନାମକ ଉତ୍ପାତକାରୀ ଭୁତକୁ ବଂଶୀଭୂତ କରିବା ଓ ପ୍ରେଷଣ ବିଧରେ ତାକୁ ଅନ୍ୟବ୍ୟକ୍ତିଠାରେ ପ୍ରବେଶ କରାଇ, ଅନ୍ୟର ଅନିଷ୍ଟ ଘଟାଇବା ନିମନ୍ତେ କରାଯିବା ତାନ୍ତ୍ରିକ ସାଧନ ବିଶେଷ — A tantric ritual for keeping a malignant spirit under one's control and Making it possess people and places