ବୀର ରାହୁ Bīra rāhu

  • ସଂ. ବି—(ବୀର+ରାହୁ; 6 ଷ୍ଠୀ ତତ୍; ଏ ପୃଥିବୀକୁ 7ବାର ନିଃକ୍ଷତ୍ରିୟ ବା ନିର୍ବୀର କରି ଥିବାରୁ) — କ୍ଷତ୍ରିୟ ବୀରମାନଙ୍କର ବିନାଶକ — The destroyer of the Kshatriya heroes
  • ସଂ. ବି—(ବୀର+ରାହୁ; 6 ଷ୍ଠୀ ତତ୍; ଏ ପୃଥିବୀକୁ 7ବାର ନିଃକ୍ଷତ୍ରିୟ ବା ନିର୍ବୀର କରି ଥିବାରୁ) — [ଉ—ବୀର ରାହୁ ଭୃଗୁପତି ତ୍ରାସ ଦେବା ପାଇଁ, ବାସ କଲା ଗିରି ଭୃଗୁ ଚମକନ୍ତେ ତହିଁ। ଭଞ୍ଜ. ବୈଦେହୀଶବିଳାସ।]
  • ସଂ. ବି—(ବୀର+ରାହୁ; 6 ଷ୍ଠୀ ତତ୍; ଏ ପୃଥିବୀକୁ 7ବାର ନିଃକ୍ଷତ୍ରିୟ ବା ନିର୍ବୀର କରି ଥିବାରୁ) — ପରଶୁରାମ — An epithet of Paraṡurāma