ବୀର ରାମଚନ୍ଦ୍ରପୁର Bīra rāmachandra pura

  • ଦେ. ବି.—(ବୀର+ରାମଚନ୍ଦ୍ର+ପୁର) — ପୁରୀ ଜିଲ୍ଲା ସତ୍ୟବାଦି ଅଞ୍ଚଳର ଗୋଟିଏ ବଡ଼ ବ୍ରାହ୍ମଣ ଶାସନ — Name of a big Brāhmaṇa village near Sakhigopal in the Puri district
  • ଦେ. ବି.—(ବୀର+ରାମଚନ୍ଦ୍ର+ପୁର) — [ଦ୍ର—ଉତ୍କଳର ଜନୈକ ସ୍ୱାଧୀନ ନରପତି ରାମଚନ୍ଦ୍ର ବା ବୀର ରାମଚନ୍ଦ୍ର ଦେବଙ୍କ ଦ୍ୱାରା ଏ ଶାସନ ପ୍ରତିଷ୍ଠିତ ହୋଇଥିବାରୁ ତାଙ୍କୁ ନାମ ଅନୁସାରେ ଏ ଶାସନର ନାମକରଣ ହୋଇଥିଲା।]