ବୀମା କରିବା Bimā karibā

  • ଦେ. କ୍ରି — ଜୀବନ ଆଦିକୁ 'ବିମା' ରୀତି ଦ୍ୱାରା ଚୁକ୍ତି— ବଦ୍ଧ କରିବା — To effect an insurance on one's life ect
  • ଦେ. କ୍ରି — 'ବିମା' ପ୍ରଥା ଅନୁସାରେ ଅଧିକା ମାସୁଲ ଦେଇ ଚିଠି ପତ୍ର ଆଦି ଡାକରେ ପଠାଇବା — To have any postal article insured