ବୀଣାକାର Bīṇākāra

  • ସଂ. ବିଣ—(ବହୁବ୍ରୀହି; ବୀଣା+ଆକାର) — ବୀଣାପରି ଆକାର ବିଶିଷ୍ଟ — Lyre-shaped
  • ଦେ. ବି—(ସଂ. ବୀଣାକର) — ଯେ ବୀଣା ବଜାଏ — a musician playing on the harp