ବୀଣା ହସ୍ତ Bīṇā hasta

  • ସଂ. ବି. ପୁଂ (ବହୁବ୍ରୀହି) — ବୀଣାଧାରୀ — Holding a lute
  • ସଂ. ବି — ଶିବ; ମହାଦେବ — Ṡiba