ବୀଣା ପୁସ୍ତକ Bīṇā pustaka

  • ସଂ. ବି—(ଦ୍ୱହ୍ୱ; ବୀଣା+ପୁସ୍ତକ) — ସରସ୍ୱତୀଙ୍କର ଏକ ହାତରେ ଥିବା ବୀଣା ଓ ଅନ୍ୟ ହାତରେ ଥିବା ବେଦପୁସ୍ତକ — The lyre, held in one hand, and the book, the Beda, held in the other, by Goddess Sarawatī