ବୀଣା ଧ୍ୱନି Bīṇā dhwani
- ସଂ. ବି—( 6 ଷ୍ଠୀ ତତ୍; ବୀଣା+ଧ୍ୱନି) — ବୀଣାବାଦନର ଶବ୍ଦ — The twang or tune or melody of a harp
- ସଂ. ବି—( 6 ଷ୍ଠୀ ତତ୍; ବୀଣା+ଧ୍ୱନି) — (ଉ—ପଞ୍ଚାପ୍ସର— ସରେ ରାମରମଣୀ, ବୀଣାଧ୍ୱନି ଶୁଣି ଏଣୀନୟନୀ। ମଧୁସୂଦନ କବିତାବଳି।)
- ସଂ. ବି—( 6 ଷ୍ଠୀ ତତ୍; ବୀଣା+ଧ୍ୱନି) — ବୀଣାଧ୍ୱନିପରି ମଧୁର ଶବ୍ଦ — Melodious tune; a tune as sweet as that of the harp
- ସଂ. ବିଣ. — (ବହୁବ୍ରୀହି) ଯାହାର କଣ୍ଠସ୍ୱର ବୀଣାର ଧ୍ୱନିପରି ମଧୁର — Having a very sweet or melodious tone; sweet-toned