ବୀଜ୍ୟମାନ Bījyamāna

  • ସଂ. ବିଣ. ପୁଂ—(ବୀଜ୍ ଧାତୁ+କର୍ମ ଆନ) — ଯାହାକୁ ଅନ୍ୟଲୋକ ପଙ୍ଖା ଆଦି ଦ୍ୱାରା ବିଞ୍ଚୁଥାଏ — Being fanned by another