ବୀଜନ Bījana

  • ସଂ. ବି (କି+ଅଜ୍ ଧାତୁ=କ୍ଷେପଣ କରିବା ବା ବ୍ୟଜ୍ ଧାତୁ +ଭାବ. ଅନ) — ବ୍ୟଜନ; ବୢଞ୍ଚିବା — Fanning
  • ସଂ. ବି (କି+ଅଜ୍ ଧାତୁ=କ୍ଷେପଣ କରିବା ବା ବ୍ୟଜ୍ ଧାତୁ +ଭାବ. ଅନ) — (+କରଣ. ଅନ) ପଙ୍ଖା; ବିଞ୍ଚଣା — A fan
  • ସଂ. ବି (କି+ଅଜ୍ ଧାତୁ=କ୍ଷେପଣ କରିବା ବା ବ୍ୟଜ୍ ଧାତୁ +ଭାବ. ଅନ) — ଚାମର — A chowrie fan
  • ସଂ. ବି (କି+ଅଜ୍ ଧାତୁ=କ୍ଷେପଣ କରିବା ବା ବ୍ୟଜ୍ ଧାତୁ +ଭାବ. ଅନ) — (କର୍ତ୍ତୃ. ଅନ) ଚକ୍ରବାକ; ଚକୁଆ ଚଢ଼େଇ — The ruddy goose; Anas Casaroa