ବୀଜଗଣିତ Bījagaṇita

  • ସଂ. ବି (ମ. ପ. ଲୋ; ବୀଜ [=ଅବ୍ୟକ୍ତ ରାଶି] ବିଷୟକ ଗଣିତ) — ଅବ୍ୟକ୍ତ ରାଶି ସମ୍ବନ୍ଧୀୟ ସମସ୍ୟା ସାଧନ— ରୂପ ଗଣିତଶାସ୍ତ୍ର; ଅଙ୍କଶାସ୍ତ୍ରର ଅନ୍ତର୍ଗତ ଶାସ୍ତ୍ରବିଶେଷ — Algebra
  • ସଂ. ବି (ମ. ପ. ଲୋ; ବୀଜ [=ଅବ୍ୟକ୍ତ ରାଶି] ବିଷୟକ ଗଣିତ) — [ଦ୍ର—ଏଥିରେ ଅବ୍ୟକ୍ତ ସଂଖ୍ୟା ବା ରାଶିମାନଙ୍କୁ ବର୍ଣ୍ଣମାଳାର ଅକ୍ଷରରୂପେ ଲେଖି କେତେଗୁଡିଏ ସାଙ୍କେତିକ ଚିହ୍ନ ବ୍ୟବହାରପୂର୍ବକ ଗାଣତିକ ସିଦ୍ଧାନ୍ତରେ ଉପନୀତ ହେବାକୁ ହୁଏ।]
  • ସଂ. ବି (ମ. ପ. ଲୋ; ବୀଜ [=ଅବ୍ୟକ୍ତ ରାଶି] ବିଷୟକ ଗଣିତ) — ଯଥା—କ/ଖ+ ଗ/ଖ+ ଘ/ଖ= କ+ଗ+ଘ/ଖ, ଏହିପରି ଅକ୍ଷରମାନଙ୍କଦ୍ୱାରା କାଳ୍ପନିକ ଗଣନା ଓ ସମସ୍ୟାମାନ ସାଧିତ ହୁଏ।]