ବୀଜଧାନ୍ୟ Bījadhānya

  • ସଂ. ବି (ମ. ପ. ଲୋ, ବୀଜରୂପେ ବ୍ୟବହୃତ ବା ଅଭିପ୍ରେତ ଧାନ୍ୟ) — ଧାନର ବିହନ — Seed- grains of paddy
  • ସଂ. ବି (ମ. ପ. ଲୋ, ବୀଜରୂପେ ବ୍ୟବହୃତ ବା ଅଭିପ୍ରେତ ଧାନ୍ୟ) — ଧାନଗଛର ତଳି — Seedlings of paddy