ବୀଜ ପୁରୁଷ Bīja purusha

  • ସଂ. ବି — ବଂଶର ପ୍ରଥମ ପୁରୁଷ; ଆଦିପୁରୁଷ; ଗୋତ୍ର— ପ୍ରବର୍ତ୍ତକ ବ୍ୟକ୍ତି — The progenitor or source of a family
  • ସଂ. ବି — ବଂଶର ପ୍ରାଧାନ ବ୍ୟକ୍ତି; ପରିବାରର କର୍ତ୍ତା — The headman of a family