ବୀଜ ଖେଚ୍ଚଡ଼ା Bīja khechchaṟḍ̠ā

  • ଦେ. ବିଣ. ପୁଂ—(ଗାଳି)— (ସଂ. ବୀଜ+କଚ୍ଛୁର=ପୁଂଶ୍ଚଳ, ବା ଖେସର=ଘୋଡ଼ା ଓ ଗଧ ମିଶା ଜୀବ) — ଅତି ଦୃଷ୍ଟ; ଖଚ୍ଚଡ଼; ନଷ୍ଟ ଚରିତ୍ର — Very wicked; wanton. dissolute; depraved
  • ଦେ. ବିଣ. ପୁଂ—(ଗାଳି)— (ସଂ. ବୀଜ+କଚ୍ଛୁର=ପୁଂଶ୍ଚଳ, ବା ଖେସର=ଘୋଡ଼ା ଓ ଗଧ ମିଶା ଜୀବ) — ଜାରଜ — Bastard
  • ଦେ. ବିଣ. ପୁଂ—(ଗାଳି)— (ସଂ. ବୀଜ+କଚ୍ଛୁର=ପୁଂଶ୍ଚଳ, ବା ଖେସର=ଘୋଡ଼ା ଓ ଗଧ ମିଶା ଜୀବ) — ଦୁଷ୍ଟ ପିତାମାତାଙ୍କଠାରୁ ଉତ୍ପନ୍ନ ହେବା ଯୋଗୁଁ ଦୁଷ୍ଟ; ପୁରୁଷାନୁକ୍ରମେ ଦୁଷ୍ଟ ବା ଖଳ — One who has inherited wickedness from his parents
  • ଦେ. ବିଣ. ପୁଂ—(ଗାଳି)— (ସଂ. ବୀଜ+କଚ୍ଛୁର=ପୁଂଶ୍ଚଳ, ବା ଖେସର=ଘୋଡ଼ା ଓ ଗଧ ମିଶା ଜୀବ) — ବେଶ୍ୟାପୁତ୍ର — Whoreson
  • ଦେ. ବିଣ. ପୁଂ—(ଗାଳି)— (ସଂ. ବୀଜ+କଚ୍ଛୁର=ପୁଂଶ୍ଚଳ, ବା ଖେସର=ଘୋଡ଼ା ଓ ଗଧ ମିଶା ଜୀବ) — ଯେଉଁ ଫସଲ ନାନାମିଶ୍ରିତ ବା ନୀରସ ମଞ୍ଜିରୁ ଉତ୍ପନ୍ନ ହୋଇଥାଏ — (plant or tree) Raised from mixed or inferior seeds
  • ଦେ. ବିଣ. ପୁଂ—(ଗାଳି)— (ସଂ. ବୀଜ+କଚ୍ଛୁର=ପୁଂଶ୍ଚଳ, ବା ଖେସର=ଘୋଡ଼ା ଓ ଗଧ ମିଶା ଜୀବ) — [ଦ୍ର—କୌଣସି ଗଛର ମଞ୍ଜି ଖରାପ ବା ମିଶା ଥିଲେ ସେ ଗଛ ଯେପରି ଭଲ ହୁଏ ନାହିଁ, ସେହିପରି ଜାରଜ ସନ୍ତାନ ଜନ୍ମରୁ ଦୁଷ୍ଟ ହୁଏ।]