ବୀଚିମାଳୀ Bīchimāḻī

  • ସଂ. ବି—(ବିଚିମାଳା+ଅଛିଅର୍ଥେ. ଇନ୍=ବୀଚିମାଳିନ୍; 1 ମା. 1 ବ) — ସୂର୍ଯ୍ୟ — The sun
  • ସଂ. ବି—(ବିଚିମାଳା+ଅଛିଅର୍ଥେ. ଇନ୍=ବୀଚିମାଳିନ୍; 1 ମା. 1 ବ) — ସମୁଦ୍ର — The sea