ବିୟୋଗିନୀ Bij̄oginī
- ସଂ. ବି. ସ୍ତ୍ରୀ [ବିଯୋ(ୟୋ)ଗିନ୍+ ସ୍ତ୍ରୀ. ଈ] — ବିରହିଣୀ ସ୍ତ୍ରୀ — A woman separated from her lover; a forsaken woman
- ସଂ. ବି. ସ୍ତ୍ରୀ [ବିଯୋ(ୟୋ)ଗିନ୍+ ସ୍ତ୍ରୀ. ଈ] — ଛନ୍ଦୋବିଶେଷ — Name of a Sanscrit metre
- ସଂ. ବିଣ. ସ୍ତ୍ରୀ — ବିୟୋଗୀର ସ୍ତ୍ରୀଲିଙ୍ଗ — Feminine of Biyogī