ବିୟୋଗ ଶୃଙ୍ଗାର Biyoga ṡṛuṅgāra
- ସଂ. ବି (ମ. ପ. ଲୋ; ବିୟୋଗାତ୍ମକ ଶୃଙ୍ଗାର) — ଯେଉଁ ଶୃଙ୍ଗାରରସ ନାୟକ ନାୟିକାଙ୍କର ବିଚ୍ଛେଦକୁ ଅବଲମ୍ବନ କରେ — A sentiment in romance depicting the separation between 2 lovers
- ସଂ. ବି (ମ. ପ. ଲୋ; ବିୟୋଗାତ୍ମକ ଶୃଙ୍ଗାର) — [ଦ୍ର—ସାହିତ୍ୟରେ ଶୃଙ୍ଗାର ବା ଆଦିରସକୁ 2 ପ୍ରକାରରେ ବିଭକ୍ତ କରାଯାଇଅଛି। ସଂଯୋଗ ବା ସଂଭୋଗ ଶୃଙ୍ଗାର; ବିଯୋଗ ବା ବିପ୍ରଲମ୍ଭ ଶୃଙ୍ଗାର; ବିପ୍ରଲମ୍ଭ ଶୃଙ୍ଗାରର 3 ଟି ଦଶା; ଯଥା—ପୂର୍ବରାଗ, ମାନ ଓ ପ୍ରବାସ—ହି. ଶ.।] — [ଦ୍ର—ସାହିତ୍ୟରେ ଶୃଙ୍ଗାର ବା ଆଦିରସକୁ2ପ୍ରକାରରେ ବିଭକ୍ତ କରାଯାଇଅଛି ସଂଯୋଗ ବା ସଂଭୋଗ ଶୃଙ୍ଗାର; ବିଯୋଗ ବା ବିପ୍ରଲମ୍ଭ ଶୃଙ୍ଗାର; ବିପ୍ରଲମ୍ଭ ଶୃଙ୍ଗାରର3ଟି ଦଶା; ଯଥା—ପୂର୍ବରାଗ, ମାନ ଓ ପ୍ରବାସ—ହି. ଶ.]