ବିୟୋଗ ବିଧୁର Biyoga bidhura

  • ସଂ. ବିଣ. ପୁଂ ( 5 ମୀ ତତ୍; ବିୟୋଗ+ବିଧୁର) — ପ୍ରିୟଜନଙ୍କ ବିଚ୍ଛେଦ ଯୋଗୁଁ କାତର — Much troubled on account of bereavement or separation