ବିଡ଼ି Biṟḍ̠i

  • ଦେ. ବି. (ସଂ. ବୀଟିକା) — ଛୋଟ ବିଡ଼ା — A small sheaf
  • ଦେ. ବି. (ସଂ. ବୀଟିକା) — (ଉ—ଦକ୍ଷିଣ କରେ କୃଶବିଡ଼ି, ମନ୍ଥନ କଲେ ବେଦ ପଢ଼ି—ଜଗନ୍ନାଥ. ଭାଗବତ।)
  • ଦେ. ବି. (ସଂ. ବୀଟିକା) — ସାନ କଳଶି; ଘଡ଼ି — A small earthen water jug
  • ଦେ. ବି. (ସଂ. ବୀଟିକା) — (ସଂ. ବିଡ଼ିକ) ବିଡ଼ିଆ; ପାନ ଖିଲ — Betal leaf made up into a packet or concial roll containing slices of nut, spices etc
  • ଦେ. ବି. (ସଂ. ବୀଟିକା) — (ଉ.—ବିଡ଼ିଆ ବିଡ଼ି ବଢ଼ାଇଲି ସଜାଡ଼ି। କବିସୂର୍ଯ୍ୟ. ରତ୍ନାକର ଚମ୍ପୁ)।
  • ଦେ. ବି. (ସଂ. ବୀଟିକା) — ଛୋଟ ପିକା ବା ଦୋକତାର ଚୂର୍ଣ୍ଣକୁ ବା କ୍ଷୁଦ୍ର କ୍ଷୁଦ୍ର ଖଣ୍ଡକୁ କାଠ ପତ୍ରରେ ଗୁଡ଼ାଇ କରା ଯାଇଥିବା ଛୋଟ ଛୋଟ ପିକା — Cigarette; biree