ବିଡ଼ିଆ ଲାଗି Biṟḍ̠iā lāgi
- ଦେ. ବି. (ରାଜା ଓ ଦେବତାମାନଙ୍କ ପ୍ରତି ପ୍ରଯୋଜ୍ୟ) — (ରାଜାଙ୍କର) ଭୋଜନ ପରେ ମୁଖବାସାର୍ଥ ପାନଖିଲ ଚୋବାଇବା — Chewing of betal after meal
- ଦେ. ବି. (ରାଜା ଓ ଦେବତାମାନଙ୍କ ପ୍ରତି ପ୍ରଯୋଜ୍ୟ) — (ଉ—ପାଞ୍ଚ ଗ୍ରାସ ମଣୋଇ ସାରି ବିଡ଼ିଆ ଲାଗି। ବିଶ୍ୱନାଥ. ବିଚିତ୍ର ରାମାୟଣ।)
- ଦେ. ବି. (ରାଜା ଓ ଦେବତାମାନଙ୍କ ପ୍ରତି ପ୍ରଯୋଜ୍ୟ) — ଦେବତାଙ୍କୁ ଭୋଗ ଦିଆ ଯିବା ପରେ ପାନଖିଲ ଅର୍ପଣ କରାଯିବା ବିଧି — The rite of offering rolled betal to a Deity after the offering of food
- ଦେ. ବିଣ — ପାନଖିଲ ଚୋବାଉ ଥିବା (ରାଜା) — (a Rajā) Chewing betel
- ଦେ. ବିଣ — ଯେଉଁ ଦେବତାଙ୍କୁ ପାନଖିଲ ଅର୍ପଣବିଧି କରା ଯାଇ ଥାଏ — (an idol) Having undergone the ceremony of being presented with a roll of betel