ବିଡ଼ାଳ Biṟḍ̠āḻa

  • ସଂ. ବି. ପୁଂ (ବିଡ୍ ଧାତୁ=ଶବ୍ଦ କରିବା; ଭେଦ କରିବା+କର୍ତ୍ତୃ. ଆଳ) — ମାର୍ଜ୍ଜାର; ବିରାଡ଼ି — Cat
  • ସଂ. ବି. ପୁଂ (ବିଡ୍ ଧାତୁ=ଶବ୍ଦ କରିବା; ଭେଦ କରିବା+କର୍ତ୍ତୃ. ଆଳ) — ନେତ୍ର ପିଣ୍ଡ; ଆଖି ପିତୁଳା — The pupil of the eye; eye ball