ବିଡ଼ା ବିଡ଼ା Biṟḍ̠ā biṟḍ̠ā

  • ଦେ. କ୍ରି. ବିଣ — ଗୋଛା ପରେ ଗୋଛା (ଆଣିବା ବା ରଖିବା) — Sheaf after sheaf
  • ଦେ. କ୍ରି. ବିଣ — ଗୋଛା ଗୋଛା ହୋଇ; ଗୁଚ୍ଛୀକୃତ ଭାବରେ — In sheaves
  • ପ୍ରାଦେ. (ଗଡ଼ଜାତ) ବିଣ — ଅସ୍ତବ୍ୟସ୍ତ; ଅଡ଼ୁଆତଡ଼ୁଆ (ବାଳ) — Dishevelled and matted (hair)