ବିଡ଼ମ୍ବିତ Biṟḍ̠ambita
- ସଂ. ବିଣ (ବି+ଡନ୍ବ ଧାତୁ+କର୍ମ, ତ) — କ୍ଳେଶିତ — Distressed; cheated
- ସଂ. ବିଣ (ବି+ଡନ୍ବ ଧାତୁ+କର୍ମ, ତ) — ମିଥ୍ୟାଆଶା— ଦ୍ୱାରା ଆକୃଷ୍ଟ ହୋଇ ଶେଷରେ ନିରସ୍ତ — Tantalised
- ସଂ. ବିଣ (ବି+ଡନ୍ବ ଧାତୁ+କର୍ମ, ତ) — ଅନୁକୃତ — Copied; imitated
- ସଂ. ବିଣ (ବି+ଡନ୍ବ ଧାତୁ+କର୍ମ, ତ) — ସଦୃଶୀକୃତ — Equalised